Mani Nageswari (1995)

- Directed by
- Vijay Bhaskar
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film from 1995 tells a story of love and family. It was produced by Sanjib Sahu with a script by Chanchala Sahu and dialogues by Subodh Pattnaik. The film features Siddhanta Mahapatra, Liza, and Mihir Das in leading roles.
dramaticromanticfamily-orientedmelodramaticemotionaltraditionalmusical
What happens
ମଣି ନାଗେଶ୍ୱରୀ, ୧୯୯୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ସାହୁ । ଚଞ୍ଚଳା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ଲିଜା, ମିହିର ଦାସ, ଦେବୁ ବୋଷ, ରାଇମୋହନ ପରିଡ଼ା, ପ୍ରଦ୍ୟୁମ୍ନ ଲେଙ୍କା, ରୁନୁ ପରିଜା, ବ୍ରଜ ସିଂହ, ବୀଣା ମହାରଣା, ସ୍ମିତା, ରାଜଶ୍ରୀ, ମାମିନା, ସ୍ନିଗ୍ଧା, ସରସ୍ୱତୀ, ଇନ୍ଦୁ ପାତ୍ର, ମଧୁସ୍ମିତା, ମନୋରୋମା, ପ୍ରଭାତୀ, ସସ୍ମିତା ସିଂହ, ରବି ନାଥ, ଜୁଲିଆ, ସଂଗ୍ରାମ, ନବ ପଣ୍ଡା, ଦେବାଶିଷ, ନିର୍ମଳ, ଇଲୁ ବାନାର୍ଜୀ, ହାତୀ ପ୍ରତିହାରୀ, ଗଣେଶ, କ୍ରୀଷ୍ଣା, ସରୋଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Sabitri (1995)
Sakala Tirtha To Charane (1995)
Dilwale Dulhania Le Jayenge (1995)
Suna Sansar (1997)
Raja (1995)
Kala Chakra (1999)
Maya (2015)
Om Shanti OM (2005)- More like this film, on a shelf you can walk up to.It's the lit case on the top shelf.