Suna Sansar (1997)

- Directed by
- Hara Patnaik
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film tells a story about family relationships and personal struggles. It stars Siddhanta Mahapatra and Smita Mohanty in leading roles.
dramaticemotionalfamily-centeredearneststraightforwardmid-tempo
What happens
ସୁନା ସଂସାର, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେଶବ ରାଉତ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସ୍ମିତା ମହାନ୍ତି । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ରାଇମୋହ ପରିଡ଼ା, ସୁରେଶ ବଳ, ଅଶ୍ରୁମୋଚନ ମହାନ୍ତି, ମିହିର ଦାସ, ଲିଜା ଦାସ, ଉପେନ୍ଦ୍ର ନାୟକ, ହିମାଂଶୁ ପରିଜା, ହର ପଟ୍ଟନାୟକ, କେଶବ ରାଉତ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯୯୭ ମସିହାରେ ସୁନା ସଂସାର ଶୀର୍ଷକରେ ଏକ କଥାଚିତ୍ର ନିର୍ମାଣ କରିଥିଲେ ଶିଶିର ମିଶ୍ର, ଯେଉଁଥିରେ ହର ପଟ୍ଟନାୟକ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାର ମୁକ୍ତିଲାଭର ୨୦ ବର୍ଷ ପରେ ପୁଣିଥରେ ସମାନ ଶୀର୍ଷକରେ ହର ଏହି କଥାଚିତ୍ରଟି ନିର୍ମାଣ କରିଥିଲେ, ଯେଉଁଥିରେ ସେ ନିଜେ ଖଳନାୟକ ଭାବରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Nari Bi Pindhipare Rakta Sindura (1997)
Jibana sathi (1997)
Bapa (1997)
Mu Tate Love Karuchi (2007)
Hasiba Puni Mo Suna Sansar (2008)
Bhula Kahar (1997)
Saubhagyabati (1998)
Mani Nageswari (1995)- More like this film, on a shelf you can walk up to.It's the lit case on the top shelf.