Hasiba Puni Mo Suna Sansar (2008)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 2008 Odia film follows a family story with Sidhanta Mahapatra, Anu Chowdhury, and Mamuni Mishra in lead roles. It presents the lives and relationships of its characters in a straightforward narrative.
family-centeredlighthearteddramaticemotionalsimplewarmclassic
What happens
ହସିବ ପୁଣି ମୋ ସୁନା ସଂସାର, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବାବୁ ସିହଂ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମାମୁନୀ ମିଶ୍ର । ମିହିର ଦାସ, ଅପରାଜିତା ମହାନ୍ତି, ଦେବୁ ବ୍ରହ୍ମା, ଚୌଧୁରୀ ଜୟପ୍ରକାଶ ଦାସ, ହାଡ଼ୁ, ମଧୁ, ମନୀଷା, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ବନମାଳୀ ପଣ୍ଡା, ସରସ୍ୱତୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mu Tate Love Karuchi (2007)
Dhanare Rakhibu Sapatha Mora (2008)
Pheria Mo Suna Bhauni (2007)
Pahili Raja (2010)
De Ma Shakti De (2006)
Suna Sansar (1997)
Kuhudi (2024)
Om Shanti OM (2005)- More like this film, on a shelf you can walk up to.It's the lit case on the top shelf.