Katha Kahiba Mo Matha Sindura (1999)

- Original title
- କଥା କହିବ ମୋ ମଥା ସିନ୍ଦୂର
- Directed by
- Arun Mohanty
- Country
- India
- Elsewhere
- IMDb
How it feels
A 1999 Odia film about love and family dynamics. The story follows characters navigating relationships and cultural expectations in a traditional setting.
romanticdramaticemotionalfamily-orientedtraditionalnostalgiclighthearted
What happens
କଥା କହିବ ମୋ ମଥା ସିନ୍ଦୂର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମନୋରମା ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଅରୁଣ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ଉପେନ୍ଦ୍ର, ମିହିର ଦାସ, ଅପରାଜିତା ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ଦେବୁ ବ୍ରହ୍ମା, ମାମିନା, ନିକିତା, ହର ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Paradesi Babu (1999)
- Pabitra Bandhana (1999)
- Katha Rahigala Kala Kalaku (1999)
- Ei Akhi Ama Sakhi (1999)
- To Akhi Mo Aaena (1999)
- Aai Thor Tujhe Upkar (1999)
- Maa Pari Kie Heba (1999)
- Pua Bhangi Dela Suna Sansara (1999)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…