Pua Bhangi Dela Suna Sansara (1999)

- Directed by
- Basant Sahu
- Country
- India
- Elsewhere
- IMDb
How it feels
A family drama from Odisha, India. It focuses on conflicts and relationships within a household, with a son disrupting a previously harmonious family life.
dramaticfamily-orientedemotionalmelodramaticserioustraditionalsentimental
What happens
ପୁଅ ଭାଙ୍ଗିଦେଲା ସୁନା ସଂସାର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧ୍ରୁବ ରଣା । ଶ୍ରୀନାଥ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅରୁଣ ମହାନ୍ତି ଏବଂ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ, ଦେବୁ ବୋଷ, ଦେବୁ ବ୍ରହ୍ମା, ବିରାଜ ଦାସ, ସଲିଲ ମିତ୍ର, ବୈଶାଖି ମହାନ୍ତି, ଅସୀତ ପତି, ବବି ପ୍ରଧାନ, ଶ୍ରୀକାନ୍ତ ରଣା, ଜୟୀରାମ ସାମଲ, କାନ୍ତ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Rakhi Bhijigala Aakhi Luhare (1999)
- Aai Thor Tujhe Upkar (1999)
- Ullathai Killathe (1999)
- Sneham Kosam (1999)
- Kummi Paattu (1999)
- Katha Kahiba Mo Matha Sindura (1999)
- Chinna Durai (1999)
- Paradesi Babu (1999)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…