Rakhi Bhijigala Aakhi Luhare (1999)

- Directed by
- Sangram Biswal
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A family drama from Odisha, India, this film tells a story about love and relationships. It features a large cast of characters dealing with emotional conflicts.
sadmelancholicemotionalromanticdramatictraditionalslow-paced
What happens
ରାଖି ଭିଜିଗଲା ଆଖି ଲୁହରେ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସୁବ୍ରତ ସାମନ୍ତରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଯୋଜନା କରିଥିଲେ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ମିହିର ଦାସ, ଦେବୁ ବୋଷ, ସରୋଜ ଦାସ, ମାମିନା, ରବି ମିଶ୍ର, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ନବନୀତା, ରାଇମୋହନ ପରିଡ଼ା, ରୁନୁ ପରିଜା, ଅସୀତ ପତି, ନିମାନନ୍ଦ ପାତ୍ର, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Pua Bhangi Dela Suna Sansara (1999)
Aai Thor Tujhe Upkar (1999)
Ullathai Killathe (1999)
Kummi Paattu (1999)
Ponvizha (1999)
Ninaivirukkum Varai (1999)
Chinna Durai (1999)
Drona (1999)- More like this film, on a shelf you can walk up to.It's the lit case on the top shelf.