Underplayed Gems
The whole movie catalogue

Films and series, searchable by what they are

← Back to the shop

Suna Sankhali (2003)

Suna Sankhali poster
Directed by
Ravi Kinagi
Country
India
Elsewhere
IMDb

How it feels

A romantic drama set in Odisha, India. A young couple faces challenges from their families and society as they try to be together.

romanticdramaticemotionalfamily-orientedupbeatsimplefeel-good

What happens

ସୁନା ସଙ୍ଖାଳୀ ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ ଭୋଇ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରବି କିନାଗୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବଙ୍ଗୀୟ ନାୟକ ଜିତ୍, ବର୍ଷା ପ୍ରିୟଦର୍ଶିନୀ ଏବଂ ନାୟିକା ସ୍ୱସ୍ତିକା ମୁଖାର୍ଜୀ । ମିହିର ଦାସ, ହରିହର ମହାପାତ୍ର, ଦେବୁ ବୋଷ, ହର ପଟ୍ଟନାୟକ, ସୁରେଶ ବଳ, ବ୍ରଜ ସିଂହ, ରାଇମୋହନ ପରିଡ଼ା, ଇଶା ବେବୋର୍ତ୍ତା, ମନୋଜ ମିଶ୍ର, ଚକ୍ରଧର ଜେନା, ତୃପ୍ତି ସିହ୍ନା, ଶାରଦା ନାୟକ, ପ୍ରଦୀପ ଜେନା, କୁମୁଦ ପଣ୍ଡା, ରମେଶ ସାହୁ, ବିଭୁ ସାମନ୍ତରାୟ ଆଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?