Vidhata (2003)

- Directed by
- Sangram Biswal
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A story follows characters in Odisha as they face personal and social challenges. The film shows how their lives change over time.
dramaticemotionalseriousintenseslow-paced
What happens
ବିଧାତା, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଫେଲୁ ମହାନ୍ତି ଓ ବିଷ୍ଣୁ ଦତ୍ତ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ନମ୍ରତା ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଇଲୁ ବାନାର୍ଜୀ, ପ୍ରଦ୍ୟୁମ୍ନ ଲେଙ୍କା, ମୀନକେତନ, ସାତ୍ୟକି ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ରାଇମୋହନ, ବୀରେନ ରାଉତରାୟ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Suna Sankhali (2003)
Sei Jhiati (2002)
Aanch (2003)
Aaa Re Saathi Aa (2009)
The Fire (2003)
Aie Sangharsha (1998)
Aeithi Swarga Aeithi Narka (2003)
Charitra (2020)- More like this film, on a shelf you can walk up to.It's the lit case on the top shelf.