Aaa Re Saathi Aa (2009)

- Original title
- Aa Re Sathi Aa
- Directed by
- Narasingha Padhi
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A family drama set in Odisha follows characters dealing with love and relationships. The story centers on their personal struggles and connections in a traditional setting.
dramaticemotionaltenderheartfeltslow-pacedsentimentalearnestintimate
What happens
ଆ'ରେ ସାଥି ଆ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମଲ୍ଲିକ ଓ ଅମର ମହାନ୍ତି । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ । ମିହିର ଦାସ, ଜର୍ଜ ତିଆଡ଼ି, ସ୍ନିଗ୍ଧା ମହାନ୍ତି, ଇଲୁ ବାନାର୍ଜୀ, ମୀନକେତନ, ଦେବୀ ବାରିକ, ସନ୍ତୋଷ ନାୟକ, ବିଜୁ ବଡ଼ଜେନା, ବିକାଶ ଦାସ, ବେବି ରଥ, ନମ୍ରତା ଦାସ, ଲଭ୍ଲି, ଚୁଙ୍ଗା, ସୁଦୀପ୍ତା, ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ, ଜୀବନ ପଣ୍ଡା, ରାଜଶ୍ରୀ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mitare Mita (2009)
Abhimanyu (2009)
Aalo Mora Kandhei (2010)
To Bina Bhala Lagena (2008)
Vidhata (2003)
Sei Jhiati (2002)
Mariyadhai (2009)
Indrajal (2021)- More like this film, on a shelf you can walk up to.It's the lit case on the top shelf.