Dharmara Heba Jay (2005)

- Directed by
- Sanjay Nayak
- Country
- India
- Elsewhere
- IMDb
How it feels
This Odia film tells a story about family, justice, and morality. Characters face challenges that test their values and relationships.
dramaticemotionalseriousfamily-orientedmelodramaticstraightforwardconflict-driven
What happens
ଧର୍ମର ହେବ ଜୟ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ ଓ ସୀତାରାମ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, କାଜଲ ମିଶ୍ର, ଅକ୍ଷୟ ବସ୍ତିଆ, କୁନା ତ୍ରିପାଠୀ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- To Pain (2005)
- Topae Sindura Di Topa Luha (2005)
- Agni Pariksha (2005)
- Kandhei Akhire Luha (2004)
- Hasila Sansara Bhangila Kie (2006)
- Aeithi Swarga Aeithi Narka (2003)
- Pehchaan: The Face of Truth (2005)
- Sata Michha (2003)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…