Agni Pariksha (2005)

- Original title
- Agni Parikshya
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young woman faces a major crisis that tests her character and relationships in an Odia film set in India. The story follows her struggle through a difficult trial that challenges her integrity.
dramaticemotionalseriousslow-burnintensesomber
What happens
ଅଗ୍ନି ପରୀକ୍ଷା, ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ରାଉତ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ, ହରିହର ମହାପାତ୍ର, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କାର୍ଯ୍ୟ ପ୍ରଥମେ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ନାୟିକା ଭାବରେ ରଚନା ବାନାର୍ଜୀଙ୍କୁ ଚୟନ କରାଯାଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ରଚନାଙ୍କ ସ୍ଥାନରେ ଅନୁ ଚୌଧୁରୀଙ୍କୁ ନାୟିକା ଭାବରେ ନିଆଯାଇଥିଲା । (from Wikipedia, CC BY-SA)
More like this
To Pain (2005)
Topae Sindura Di Topa Luha (2005)
Dharmara Heba Jay (2005)
Revati (2005)
Pehchaan: The Face of Truth (2005)
Sevvel (2005)
Aa Janhare Lekhiba Naa (2009)
Daiba Daudi (1990)- More like this film, on a shelf you can walk up to.It's the lit case on the top shelf.