Dil Tate Deichi (2010)

- Directed by
- Sanjay Nayak
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man falls in love with a woman and tries to win her heart. The film follows their romantic journey as they face challenges from family and society.
romanticemotionaldramaticlight-heartedupbeatcolorfulsentimental
What happens
ଦିଲ୍ ତତେ ଦେଇଚି, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଉତ୍ତମ ଚାନ୍ଦ ଜୈନ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପ୍ରିୟା ଚୌଧୁରୀ । ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ବିରେନ ମିଶ୍ର, ଅଙ୍କିତା ଭୌମିକ, ମିହିର ଦାସ, ହରିହର ମହାପାତ୍ର, ବିଜୁ ବଡ଼ଜେନା, ଗୌର ଆଚାର୍ଯ୍ୟ, ସଚିନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Unakkaga En Kadhal (2010)
Yemaindi Ee Vela (2010)
Unakkaga Oru Kavithai (2010)
Krishnan Love Story (2010)
Kaadhal Solla Vandhen (2010)
Modalasala (2010)
Om Shanti (2010)
Taj Mahal (2010)- More like this film, on a shelf you can walk up to.It's the lit case on the top shelf.