Om Namah Shivay (2010)

- Country
- India
- Elsewhere
- IMDb
How it feels
This 2010 Odia film tells a story of devotion and faith centered around Lord Shiva. It follows characters whose lives are touched by spiritual events and divine intervention.
mythologicaldramaticearthyrhythmicfolk-infusedspiritualfamily-orientedmelodramatic
What happens
ଓଁ ନମଃ ଶିବାୟ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗିରିଧାରୀ ମଲ୍ଲିକ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବ୍ଲୁ । ଅଭିନେତ୍ରୀ ରାଲି ନନ୍ଦ ଏହି କଥାଚିତ୍ରଟିରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ବିଜୟ ମହାନ୍ତି, ଅନିତା ଦାସ, ହର ପଟ୍ଟନାୟକ, ମୀନକେତନ, ଚକ୍ରଧର ଜେନା, ରତନ ମେହେର, ସଲିଲ ମିତ୍ର, ନୀଳମଣି ସାହୁ, ସଣ୍ଟୁ, ସାହେବ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Tate Bhala Pauchi Boli (2010)
- Megha Sabari Re Asiba Pheri (2010)
- Asibu Kebe Saji Mo Rani (2010)
- Don (2010)
- Tu Thile Mo Dara Kahaku (2010)
- Panchakshari (2010)
- Aalo Mora Kandhei (2010)
- Daiba Daudi (1990)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…