Bad Girl (2012)

- Country
- India
- Elsewhere
- IMDb
How it feels
This Odia film from 2012 tells a story about a young woman navigating difficult circumstances. It focuses on her personal struggles and relationships with the people around her.
dramaticemotionalintenseseriouscharacter-drivensomberslow-pacedthoughtful
What happens
ବ୍ୟାଡ଼୍ ଗାର୍ଲ, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ପ୍ରଭାତ କୁମାର ପ୍ରଧାନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ବିଜୟ ମଲ୍ଲ । ଜୟ ପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଲିପି ପରିଡ଼ା, ସମ୍ବିତ ଆଚାର୍ଯ୍ୟ, ବବ୍ଲି, ଦିପନ୍, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ହରିହର ମହାପାତ୍ର, ସଲିଲ ମିତ୍ର, ମୀନକେନ, ବବି ପ୍ରଧାନ, ଜୋତ୍ସାମୟୀ ଖୁଣ୍ଟିଆ, ଗୌରବ, ଭାସ୍କର ପ୍ରଧାନ, ରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Mun (2012)
- Hare Krushna Hare Rama (2012)
- He Sakha (2012)
- Prasad (2012)
- Raju Awara (2012)
- Orange (2012)
- Hridayanath (2012)
- Tandav (2021)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…