ଜହ୍ନର ପାହାଡ଼ (2013)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A rural love story set in the hills of Odisha during the 1930s. It follows a young man and a woman from different social backgrounds whose bond is tested by family and class divides.
sweetearthysteadymildly dramaticmelancholicromanticcontemplativelyrical
What happens
ଜହ୍ନର ପାହାଡ଼, ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିବା ୨୦୧୩ର ଏକ ବଙ୍ଗଳା କଥାଚିତ୍ର । ଏହି କଥାଚିତ୍ରଟି ଓଡ଼ିଶାରେ ୧୩ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରର କାହାଣୀ ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କ ରଚିତ ଉପନ୍ୟାସ 'ଚାନ୍ଦର ପାହାର' ଉପରେ ପର୍ଯ୍ୟବେଷିତ । ବଙ୍ଗଳାରେ ଏହି କଥାଚିତ୍ରରର ନିର୍ଦ୍ଦେଶନା ଦେଇଥିଲେ କମଳେଶ୍ୱର ମୁଖାର୍ଜୀ ଏବଂ ଓଡ଼ିଆରେ ଏହାର ଡବିଂ ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ମହେନ୍ଦ୍ର ସୋନୀ ଏବଂ ଶ୍ରୀକାନ୍ତ ମେହେଟା ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ । ଇନ୍ଦ୍ରଦୀପ ଦାସ ଗୁପ୍ତା ଏବଂ ଦେବଜ୍ୟୋତି ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଦେବ, ଗେରାର୍ଦ ରୁଦୋଲ୍ଫ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ ଡିଚଫିଲ୍ଡ, ଏଣ୍ଡ୍ର୍ୟୁ ଷ୍ଟୋକ, ଲାବୋନୀ ସରକାର, ତମଳା ରାୟ ଆଦି କଳାକାରମାନେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ବୁଦ୍ଧାଦିତ୍ୟ ମହାନ୍ତି, ବିଜୟ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରର ଓଡ଼ିଆ ଡବିଂରେ ସ୍ୱର ଦେଇଥିଲେ । (from Wikipedia, CC BY-SA)
More like this
Nai Separi Kanaka Gori (2013)
Badhu Nuhen Mu Bandhu (2013)
Prema Sabuthu Balaban (2013)
Apple Penne (2013)
Chowka Chhaka (2013)
Holud Pakhir Dana (2013)
Salaam Cinema (2013)
Bachelor (2013)- More like this film, on a shelf you can walk up to.It's the lit case on the top shelf.