Krishna Govinda (2014)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A married couple face challenges in their relationship. The film involves the Hindu god Krishna appearing as a character to guide them.
dramaticdevotionalmusicalromanticfamily-orientedcolorfultraditionallivelyemotional
What happens
କ୍ରିଷ୍ଣା ଗୋବିନ୍ଦା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସତ୍ୟକାନ୍ତ ସାହୁ । ସୁଷମା ସାହୁ କଥାଚିତ୍ରଟିର କାହାଣୀ ରଚନା କରିଥିବା ବେଳେ ଡଃ ନିର୍ମଳ ନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ତ୍ରିପାଠୀ ଏବଂ ନାୟିକ କାଜଲ ସତପଥୀ । ଅଭିନେତା ସୁଭାଶିଷ ଶର୍ମା କଥାଚିତ୍ରଟିରେ ଭଗବାନ କ୍ରୀଷ୍ଣା ଭୂମିକାରେ ଅଭିନୟ କରିଥିଲେ । ଇଲୁ ବାନାର୍ଜୀ, ସୁରେଶ ବଳ, ଜୟୀରାମ ସାମଲ, ଅର୍ପଣ, ଦେବୁ ବୋଷ, ନୂପୁର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tame Thile Sathire (2014)
Saheba Subramanyam (2014)
Honour Killing (2014)
My Father Godfather (2014)
Rock the Shaadi (2014)
Thirumanam Ennum Nikkah (2014)
Eduru Leni Alexander (2014)
Dil Vil Pyaar Vyaar (2014)- More like this film, on a shelf you can walk up to.It's the lit case on the top shelf.