College Time (2015)

- Directed by
- Sudhanshu Mohan Sahu
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A college romance in Odisha follows a young couple navigating their feelings. The film shows their friendships and challenges during their time at university.
lightheartedromanticupbeatfunyouthfulenergeticnostalgic
What happens
କଲେଜ ଟାଇମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଉତ୍ତମ କୁମାର ପାଣିଗ୍ରାହୀ । ଗାୟତ୍ରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନନରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର କାହାଣୀ ଏବଂ ସଂଳାପ ଲେଖିଥିଲେ ଶରଣାରବିନ୍ଦ ଓଝା । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ । ଗୀତିକାର ଅରୁଣ ମନ୍ତ୍ରୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ । ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ନାୟିକା ରିୟା ଦେ । ମିହିର ଦାସ ଏହି ଚଳଚ୍ଚିତ୍ରର ମଧ୍ୟ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Aashiq (2015)
Rock Star (2015)
Puriyadha Anandam Puthithaga Arambam (2015)
Just Maduveli (2015)
Nan Love Track (2015)
Smile Please (2014)
Vasantha Kumaran (2015)
KL.10 (2015)- More like this film, on a shelf you can walk up to.It's the lit case on the top shelf.