Aashiq (2015)

- Directed by
- Sudhakar Vasant
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman fall in love while facing challenges from their families and society. The story follows their journey through romance and hardship in Odisha.
romanticlightheartedmusicaldramaticemotionalupbeatsentimental
What happens
ଆଶିକ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ସୁଧାକର ବସନ୍ତ ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ଅଭିଜିତ ମଜୁମଦାର ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଏବଂ କୋଏଲ ବାନାର୍ଜୀ । ପପୁ ପମ ପମ, ହରିହର ମହାପାତ୍ର, ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ସୁନୀତା, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାରମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ନାୟିକା ଭାବରେ ପ୍ରଥମେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବଛାଯାଇଥିଲା, ମାତ୍ର ପରେ କୋଏଲଙ୍କୁ ନାୟିକା ଭାବରେ ନିଆଯାଇଥିଲା । ୧୭ ସେପ୍ଟେମ୍ବର ୨୦୧୫ରେ ଏହି କଥାଚିତ୍ରଟି ଓଡ଼ିଶାର ୪୫ଟି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Rock Star (2015)
College Time (2015)
Smile Please (2014)
Dildariyaan (2015)
E Dil Tate Deli (2019)
Sapnon Ki Rani (2015)
Dekha Hela Prema Hela
Just Maduveli (2015)- More like this film, on a shelf you can walk up to.It's the lit case on the top shelf.