E Dil Tate Deli (2019)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman fall in love in Odisha. Their relationship faces challenges from family and society.
romanticlighthearteddramaticupbeatemotionalbittersweet
What happens
ଏ ଦିଲ୍ ତତେ ଦେଲି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଖିଳେଶ ବର୍ମା । ନିଲୁ ବକ୍ସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭାସ ଓ ରିୟାନା ଶୁକ୍ଳା । ମନୀଷା ମିଶ୍ର, ନିଲୁ ବକ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ଓଡ଼ିଆ ଓଟିଟି କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Prema Tora Nati Nati (2019)
Chal Tike Dusta Haba (2019)
Miss U Mister (2019)
Aashiq (2015)
Tu Mo Suna Chadhei (2019)
Dil Diwana Heigala (2017)
Tu Bhari Beautiful (2021)
Local Toka Love Chokha (2018)- More like this film, on a shelf you can walk up to.It's the lit case on the top shelf.