Local Toka Love Chokha (2018)

- Country
- India
How it feels
A young man from a small town in Odisha falls in love with a woman. The film follows their romantic story with music and local charm.
lightheartedromanticplayfulenergeticcolorfulupbeatfeel-good
What happens
ଲୋକାଲ ଟୋକା ଲଭ୍ ଚୋଖା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା ଓ ଡି.ପି. ଖଣ୍ଡେଲୱାଲ । ଓମ୍ ସାଇ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ବନଶ୍ରୀ ଲେଙ୍କା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ସନମୀରା ନାଗେଶ । ମିହିର ଦାସ, ପୁଷ୍ପା ପଣ୍ଡା, ଅପରାଜିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Jogi (2018)
- Howrah Bridge (2018)
- Dekha Hela Prema Hela
- Dil Diwana Heigala (2017)
- Love Promise (2018)
- Ee Maaya Peremito (2018)
- Excuse Me (2018)
- Love Express (2018)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…