Love Promise (2018)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A dance teacher and her partner navigate love and ambition in Odisha. The film follows their personal and professional lives, highlighting the role of dance in their relationship.
romanticdramaticlighthearteddance-filledemotionalfamily-orientedhopeful
What happens
ଲଭ୍ ପ୍ରମିଜ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଜୟା ବିଶ୍ୱାସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଉଭୟ ଜୟା ଏବଂ ରାକେଶ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଜୟା ବିଶ୍ୱାସ । ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଆ କଥାଚିତ୍ର ଚୁପ୍ କିଏ ଆସୁଛିରେ ମଧ୍ୟ ଅଭିନୟ କରିଥିଲେ । ଏହିସହ ସେ ସାର୍ଥକ ଟିଭିରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସରେ ମଧ୍ୟ ବିଚାରିକା ଭାବରେ ହରିହର ଦାସ ଏବଂ ଶାଶ୍ୱତ ଯୋଶୀଙ୍କ ସହ ପୂର୍ବରୁ କାର୍ଯ୍ୟ କରିଥିଲେ । ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Jogi (2018)
Local Toka Love Chokha (2018)
Dil Diwana Heigala (2017)
Ole Ole Dil Bole (2018)
Tumi Sudhu Amar (2018)
Krishna Tulasi (2018)
Dekha Hela Prema Hela
Tu Bhari Beautiful (2021)- More like this film, on a shelf you can walk up to.It's the lit case on the top shelf.