Dil Diwana Heigala (2017)

- Genre
- drama film, romance film
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman fall in love in Odisha. The film follows their romantic story through song and dance.
lightheartedromanticupbeatmusicaljoyfulenergeticsentimentaleasygoing
What happens
ଦିଲ୍ ଦିୱାନା ହେଇଗଲା ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସାର୍ଥକ ମୁଭିଜ୍ର ୨୦ ତମ ଚଳଚ୍ଚିତ୍ର ଥିଲା , ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ । ନାୟକ ଭୂମିକାରେ ଅଭିନେତା ବାବୁଶାନ୍ ମହାନ୍ତି ଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ଶୀତଲ । ବାବୁଶାନ ଏବଂ ଶୀତଲଙ୍କୁ ଛାଡ଼ିଦେଲେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା ଏବଂ ଚିଣ୍ଟୁ ଆଦି କଳାକାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Hello Arsi (2017)
Tu Mo Hero (2017)
Tu Mo Love Story (2017)
Local Toka Love Chokha (2018)
Jogi (2018)
Love Ni Bhavai (2017)
To Premare Padila Pare (2017)
Dekha Hela Prema Hela- More like this film, on a shelf you can walk up to.It's the lit case on the top shelf.