Jogi (2018)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman navigate their relationship in Odisha. The film follows their interactions with family and friends, featuring musical numbers and dance performances.
dramaticemotionalmusicalrelationship-focusedcolorfullightheartedenergetic
What happens
ଯୋଗୀ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା । ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିରଞ୍ଜନ ବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ନିରଞ୍ଜନ ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏହା ପୂର୍ବର ନିରଞ୍ଜନ ଆଣ୍ଟି ନମସ୍କର ଚଳଚ୍ଚିତ୍ରର ନିର୍ମାଣ ଆରମ୍ଭ କରିଥିଲେ, ମାତ୍ର ଏହା ପ୍ରଥମେ ମୁକ୍ତିଲାଭ କରିପାରିନଥିଲା । ସଙ୍ଗୀତ ନିର୍ଦ୍ଦେଶକ ଦୀପକ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆର୍ଯ୍ୟନ ଦାଶ ଏବଂ ନିକିତା । ହର ରଥ, ବିଜୟ ମହାନ୍ତି, ଜୟୀରାମ ସାମଲ, ଅରବିନ୍ଦ, ମନୋଜ ମିଶ୍ର, ପପି ସନ୍ତୁକା, ଦେବୁ ବ୍ରହ୍ମା, ସୁମନ, ଚକ୍ରଧର ଜେନା, ରବି ମିଶ୍ର, ଜଗବନ୍ଧୁ ରାଉତ, ଗୁରୁ ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ । କଲମ୍ବିଆର ନର୍ତ୍ତକୀ ମାରିଆ ଓଲା ଏହି କଥାଚିତ୍ରରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ । ହିନ୍ଦୀ କଥାଚିତ୍ର ଜଗତର ଅଭିନେତ୍ରୀ ରୁମ୍ପା ସରକାର ଏହି କଥାଚିତ୍ରଟିରେ ଏକ ଆଇଟମ ନୃତ୍ୟ କରିଥିଲେ । ଏହି କଥାଚିତ୍ରଟିର ୨ୟ ଭାଗ ଯୋଗୀ ୨ ଭାବରେ ନିର୍ମାଣ କରିବାକୁ ପ୍ରଯୋଜକ ଶ୍ରୀଧର ମାର୍ଥା ଘୋଷଣା କରିଛନ୍ତି । (from Wikipedia, CC BY-SA)
More like this
Love Promise (2018)
Local Toka Love Chokha (2018)
Dil Diwana Heigala (2017)
Chowka Chhaka (2013)
Chumki My Darling (2021)
Dekha Hela Prema Hela
Titli (2022)
E Dil Tate Deli (2019)- More like this film, on a shelf you can walk up to.It's the lit case on the top shelf.