Chumki My Darling (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple faces challenges in their relationship set in a rural Odisha village. The film follows their personal struggles and interactions with family and community members.
lightheartedromanticdramaticfamily-orientedemotionalvillage-settingstraightforward
What happens
ଚୁମକି ମାଇଁ ଡାର୍ଲିଂ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଦୀପ କୁମାର ସ୍ୱାଇଁ ଓ ପ୍ରକାଶ କୁମାର ସ୍ୱାଇଁ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ମୋନାଲିସା ମହାନ୍ତି ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ମହାଶ୍ୱେତା ରାୟ । ପ୍ରଦ୍ୟୁମ୍ନ ଲେଙ୍କା, ପିୟାଲି, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ମହାପ୍ରସାଦ, ଅଳକା ଶତପଥୀ, ଶୁଭ୍ରାଂଶୁ, ରବି ମିଶ୍ର, ସରୋଜ ଦାସ, ବାଙ୍କୁ, ସୁଶିଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ମାର୍ଚ୍ଚ ୧୪ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Tu Bhari Beautiful (2021)
Ea Bi Gote Love Story (2021)
Indrajal (2021)
Oyee Guitar (2021)
Jogi (2018)
Chocolate (2011)
Dekha Hela Prema Hela
Titli (2022)- More like this film, on a shelf you can walk up to.It's the lit case on the top shelf.