Ea Bi Gote Love Story (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A romantic comedy set in Odisha. It follows a couple as they navigate the ups and downs of a love story.
romanticlightheartedwhimsicalupbeatemotionalsimpleengagingmusical
What happens
ଇଏ ବି ଗୋଟେ ଲଭ୍ ଷ୍ଟୋରୀ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ଓ କେ ତମନ୍ନା । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା, ଦିବ୍ୟା ମହାନ୍ତି, ରାକେଶ ଦେଓ ଓ ଦୀପିକା ତ୍ରିପାଠୀ । ଆମେଲି ପଣ୍ଡା, ପିଣ୍ଟୁ ନନ୍ଦ, ପ୍ରତିଭା ନନ୍ଦ, ଭୂପତି ତ୍ରିପାଠୀ, ଗୁଡ୍ଡୁ, ଶଙ୍କର ପ୍ରଧାନ, କୁନୁର, ସୁଶିଲ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tu Bhari Beautiful (2021)
Chumki My Darling (2021)
Oyee Guitar (2021)
Prema Tora Nati Nati (2019)
Ajob Premer Golpo (2021)
Lucky Ra Lock Down Love Story (2020)
Mana Mo Neigalu Re (2021)
Indrajal (2021)- More like this film, on a shelf you can walk up to.It's the lit case on the top shelf.