Lucky Ra Lock Down Love Story (2020)

- Directed by
- Ashok Pati
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A couple falls in love during a lockdown in Odisha. The film shows their romance as they navigate the unusual circumstances of being confined together.
lightheartedromanticplayfulupbeatwhimsicalfeel-goodoptimisticquirky
What happens
ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରୀ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ମୋନାଲିସା ମହାନ୍ତି ଓ ବି. ଚନ୍ଦନ କୁମାର । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ତମନ୍ନା ବ୍ୟାସ । ବବି ମିଶ୍ର, ପପୁ ପମ ପମ, ତୃପ୍ତି ସିହ୍ନା, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ତ୍ରିଭୁବନ ପଣ୍ଡା, କୁନାଲ, ସୋମୁ, ମାନସ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଅକ୍ଟୋବର ୧୮ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ପ୍ରଥମ ଲକ୍ଡାଉନ୍ ସମୟରେ ସୁଟିଂ କରାଯାଇଥିଲା । (from Wikipedia, CC BY-SA)
More like this
Chal Tike Prema Kariba (2020)
Ea Bi Gote Love Story (2021)
Tu Bhari Beautiful (2021)
Local Toka Love Chokha (2018)
Charitra (2020)
Prema Na Pagalapana (2020)
E Dil Tate Deli (2019)
Chumki My Darling (2021)- More like this film, on a shelf you can walk up to.It's the lit case on the top shelf.