Chup Chup Chori Chori (2016)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates their relationship with humor and song. The story follows their romantic adventures and the complications that arise around them.
lightheartedromanticcomedicplayfulmusicalupbeatfamily-oriented
What happens
ଚୁପ ଚୁପ ଚୋରି ଚୋରି, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ରୱାଲ । ଏହି ଚଳଚ୍ଚିତ୍ରଟି ସାର୍ଥକ ସିନେ ପ୍ରଡକ୍ସନର ୧୭ତମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଚଳଚ୍ଚିତ୍ରଟିର ସଂଳାପ ଏବଂ ଗୀତଗୁଡ଼ିକର ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ମନ୍ମଥ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅଭିଷେକ ରଥ ଏବଂ ନାୟିକା ରିୟା ଦେ । ରିୟା ପ୍ରଥମ ଥର ପାଇଁ ଅଭିଷେକଙ୍କ ସହ ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ । ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Love Shagun (2016)
Kalyana Vaibhogame (2016)
Madamakki (2016)
Seethamma Andalu Ramayya Sitralu (2016)
Jouthi Tu Seithi Mu (2016)
Love Express (2016)
Hai Apna Dil Toh Awara (2016)
Jhiata Bigidigala (2016)- More like this film, on a shelf you can walk up to.It's the lit case on the top shelf.