Jouthi Tu Seithi Mu (2016)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A romantic story unfolds between two newcomers. They navigate their feelings and relationships in a rural setting. The film features songs and a cast of supporting characters.
lightheartedromanticupbeatsentimentalplayfulsimplemusical
What happens
ଯୋଉଠି ତୁ ସେଇଠି ମୁଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସାବିତ୍ରୀ ପିକ୍ଚରସ୍ ବ୍ୟାନରରେ ନିର୍ମିତ ହୋଇଥିବା ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅନୁପମା ରାଉତ । ଚଳଚ୍ଚିତ୍ରଟିର କାହାଣୀ ନିଜେ ଅନୁପମା ରଚନା କରଥିଲେ ଏବଂ ସଂଳାପ ଲେଖିଥିଲେ ବିଜୟ ମଲ୍ଲ । ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ କୁମାର ରାଉତ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ । ଗୀତିକାର ବିଜୟ ମଲ୍ଲ, ପଞ୍ଚାନନ ନାୟକ ଏବଂ ନିଜାମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିନୋଦ ରାଠୋଡ଼, ପାମେଲା ଜୈନ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ୟଶ୍ ମିଶ୍ର ଏବଂ ଅଞ୍ଜଳୀ ମିଶ୍ର । ନବାଗତା ଅଞ୍ଜନା ସିଂହ, ଶ୍ରୀତମ ଦାସ, ଅନରା ଗୁପ୍ତା, ସୀମା ସିଂହ, ଗୋପଳ ରାଇ, ଅଇୟାଜ୍ ଖାନ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସରୋଜ ଦାସ ଆଦି କଳକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ର ନବବର୍ଷ ସମୟରେ ଜାନୁଆରୀ ୧'ରେ ଏହି ଚଳଚ୍ଚିତ୍ରଟି ଓଡ଼ିଶାର ୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଉଭୟ ଓଡ଼ିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିଥିଲା । ଭୋଜପୁରୀ ଭାଷାରେ ଏହି ଚଳଚ୍ଚିତ୍ରର ନାମ 'ହମ୍କା ଇସ୍କ ହୁଆ ହୈ ୟାରୋଁ' ରଖାଯାଇଥିଲା । (from Wikipedia, CC BY-SA)
More like this
Chup Chup Chori Chori (2016)
Madamakki (2016)
Rhythm (2016)
Madhura Swapna (2016)
Love Shagun (2016)
Awesome Mausam (2016)
Seethamma Andalu Ramayya Sitralu (2016)
Kalyana Vaibhogame (2016)- More like this film, on a shelf you can walk up to.It's the lit case on the top shelf.