Gunda (2016)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A woman gets caught in a web of violence and love in Odisha. The film follows her struggles and relationships as she faces dangerous situations.
dramaticemotionalintensefast-pacedaction-orientedromanticconflict-drivenearnest
What happens
ଗୁଣ୍ଡା, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଏନ. କେ. ନାୟକ । ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ଲେଖିଥିଲେ ଶୁଭାଶିଷ ପତି । ସେ କାହାଣୀ ସହ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ, ନିଜାମ ଏବଂ ଦୀପକ କୁମାର ବେହେରା । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର ବେହେରା । ମାନସ ପ୍ରୀତମ, ଲିଜା ପାତ୍ର, ସ୍ନେହଲତା ବେହେରା, ଟି. ସୌରୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅଭିନେତ୍ରୀ ନିକିତା ଏବଂ ହିମିକା ନାୟିକା ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ପ୍ରଜ୍ଞା ଖଟୁଆ, ଝାନ୍ସିରାଣୀ, ମାମୁନି ମିଶ୍ର, ରକ୍ ପାତ୍ର, ବାପି ରାୟ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୧୮ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Chini (2016)
Jabardast Premika (2016)
Charitra (2020)
Thirunaal (2016)
Abhimaan (2016)
Hela Mate Prema Jara (2016)
Guru (2016)
Mr. and Mrs. Sadachari (2016)- More like this film, on a shelf you can walk up to.It's the lit case on the top shelf.