Underplayed Gems
The whole movie catalogue

Films and series, searchable by what they are

← Back to the shop

Sathi Tu Pheria (2018)

Sathi Tu Pheria poster
Directed by
Sudhakar Vasant
Country
India

How it feels

A man and a woman are the main characters in this Odia film. Their story involves romantic relationships and personal connections. The film was released on a festival day.

romanticgentleearnestslow-pacedsentimentalfamily-orientedwarm

What happens

ସାଥୀ ତୁ ଫେରିଆ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଅନୁଭା ସୌର୍ଯ୍ୟା । ମହାଶ୍ୱେତା ରାୟ, ଶ୍ରୀତମ ଦାସ, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପିଙ୍କି ପ୍ରଧାନ, ପ୍ରଜ୍ଞା ଖଟୁଆ, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ପ୍ୟାର ଅଲଗା ପ୍ରକାର ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?