Tu Kahide I Love You (2019)


The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates the ups and downs of love and relationships. The story follows their journey as they face challenges and discover what matters most.
lightheartedromanticwhimsicalupbeatemotionaldramaticfeel-good
What happens
ତୁ କହିଦେ ଆଇ ଲଭ୍ ୟୁ, ୨୦୧୯ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିକ୍ରମ ମହାପାତ୍ର । ସତ୍ୟବ୍ରତ ଦାଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଦିବ୍ୟା । ମିହିର ଦାସ, ପ୍ରୀତିରାଜ, ନମ୍ରତା ଦାସ, ପ୍ରଜ୍ଞା ଓଝା, ଜୀବନ ପଣ୍ଡା, ସନ୍ତୋଷ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Love Twist (2019)
Funny Thing About Love (2021)
Lovers
Golmaal Lovefilmodia (2019)
Love You Zindagi (2019)
Laggam Time (2026)
2 Hours Love (2019)
No Doubt (2019)- More like this film, on a shelf you can walk up to.It's the lit case on the top shelf.