Herogiri (2021)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man faces challenges as he tries to live up to the expectations of being a hero. The story follows his journey through conflicts and personal growth in a local setting.
dramaticlightheartedemotionalupbeatfamily-orientedaction-packedsentimentalentertaining
What happens
ହିରୋଗିରି, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସତ୍ୟପ୍ରିୟ ବେହେରା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନାର କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ ଗଡ଼ନାୟକ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସ ନାୟକ ଓ ମେଘା ଘୋଷ । ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ସ୍ନିଗ୍ଧା ମହାନ୍ତି, ସଲିଲ ମିତ୍ର, ମୀନକେତନ, ଦେବୁ ବୋଷ, ପୁଷ୍ପା ପଣ୍ଡା, ଗୁଡ୍ଡୁ, ବିଦୁସ୍ମିତା, ପ୍ରକୃତି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୩୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Super Boy (2021)
Ramarjuna (2021)
Tumi Ashbe Bole (2021)
Bhavai (2021)
Salaga (2021)
Hero (2021)
Chidambaram Railway Gate (2021)
Free Hit Danka (2021)- More like this film, on a shelf you can walk up to.It's the lit case on the top shelf.