Super Boy (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man tries to become a hero in his community. He faces obstacles and learns about friendship and courage along the way.
lightheartedplayfulupbeatsimplewhimsicaloptimisticstraightforwardfamily-oriented
What happens
ସୁପର୍ ବୟ୍, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ. ଅନିଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ବିଜୟଲକ୍ଷ୍ମୀ ପରିଡ଼ା ଏହି କଥାଚିତ୍ରଟିର ମଧ୍ୟ କାହାଣୀ ରଚନା କରିଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ତମନ୍ନା ବ୍ୟାସ । ସୁଭାଶିଷ ଶର୍ମା, ପିଣ୍ଟୁ ନନ୍ଦ, ପ୍ରିୟଙ୍କା, ନମିତା ଦାସ ଆଦି କଳାକାରମାନ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Herogiri (2021)
Innu Mudhal (2021)
Michaelpatty Raja (2021)
Tom and Jerry (2021)
Hero (2021)
Shaadi Mubarak (2021)
Cash (2021)
Malaysia to Amnesia (2021)- More like this film, on a shelf you can walk up to.It's the lit case on the top shelf.