Mane Mane Mana Khojuthila (2021)

- Directed by
- Narasingha Padhi
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman navigate their feelings for each other. The story follows their emotional journey as they search for love in their own ways.
romanticgentleemotionalbittersweetlyricalintimatesoftly pacedyearning
What happens
ମନେ ମନେ ମନ ଖୋଜୁଥିଲା ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତୀ ଆଚାର୍ଯ୍ୟ । ଦୁର୍ଗା ଆଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦୀପକ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନରସିଂହ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଅଶୋକ କୁମାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଓମକାର ଆଚାର୍ଯ୍ୟ, ନମ୍ରତା ସିଂହଦେଓ । ମିହିର ଦାସ, ପ୍ରିୟଙ୍କା ସାହୁ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଟି. ଅପ୍ପାରାଓ, ଅଞ୍ଜନା ଦାସ, ଅକ୍ଷୟ ସାହୁ, ସୁଚିସ୍ମିତା, ତପନ, ରାଜ ପୁରୋହିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ । ନାୟକ ଓମକାର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Madhuram (2021)
Tumi Ashbe Bole (2021)
Shiddat (2021)
Prem Tame (2021)
SriKrishna@gmail.com (2021)
Adbhutham (2021)
Qismat 2 (2021)
Lali Haba Kahara (2021)- More like this film, on a shelf you can walk up to.It's the lit case on the top shelf.