Lali Haba Kahara (2021)

- Directed by
- Ashok Pati
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
The film follows a family dealing with personal conflicts and emotional struggles. It focuses on relationships and the challenges they face in their daily lives.
bittersweetdramaticemotionalfamily-centeredpoignantrelatablesentimental
What happens
ଲାଲି ହବ କାହାର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଅଚାର୍ଯ୍ୟ ଓ ସୂର୍ଯ୍ୟମୟୀ ମହାପାତ୍ର । ବବି ମିଶ୍ର, ପିଣ୍ଟୁ ନନ୍ଦ, ରବି ମିଶ୍ର, ଜୀବନ ପଣ୍ଡା, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୩୧ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
To Pain Feribi Basudha Chiri (2021)
Tribhanga (2021)
Tumi Ashbe Bole (2021)
Bhavai (2021)
Mane Mane Mana Khojuthila (2021)
Befaam (2021)
Pelli Choopulu (1983)
Navashakthi Vaibhava (2008)- More like this film, on a shelf you can walk up to.It's the lit case on the top shelf.