Underplayed Gems
The whole movie catalogue

Films and series, searchable by what they are

← Back to the shop

To Pain Feribi Basudha Chiri (2021)

To Pain Feribi Basudha Chiri poster
Directed by
Sanjay Nayak
Country
India

How it feels

A man decides to return to his roots after being away. He reconnects with his family and faces the challenges of love and duty.

emotionalromanticdramaticfamily-orientedmusicalupliftingbittersweet

What happens

ତୋ' ପାଇଁ ଫେରିବି ବସୁଧା ଚିରି, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶରତ ପ୍ରିୟ ପାଟଯୋଶୀ ଓ ଶ୍ୟାମସୁନ୍ଦର ଅଗ୍ରୱାଲ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଓ ନମ୍ରତା ସିଂହ ଦେଓ । ଶ୍ରୀତମ ଦାସ, ଦୁଷ୍ମନ୍ତ ପଣ୍ଡା, ସରୋଜ ଦାସ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୯ ଅଗଷ୍ଟ ୨୦୨୧ରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?