Parikaribe Bholashankar (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man named Bholashankar gets involved in a series of funny situations in his village. The film follows his adventures during the local festival celebrations.
lightheartedcomedicfestivefamily-friendlyupbeatentertainingsimplelively
What happens
ପାରିକରିବେ ଭୋଳାଶଙ୍କର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ସସ୍ମିତା ପିୟାଲି ସାହୁ । ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ବୀଣା ମହାରଣା, ରବି ମିଶ୍ର, ସୌମ୍ୟ, ଗୁଡ୍ଡୁ, ଲକି, ସୌରାନ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ନଭେମ୍ବର ୬ ତାରିଖରେ, ବଡ଼ ଓଷା ଅବସରରେ ଜୀ ସାର୍ଥରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Aum Mangalam Singlem (2022)
Maa Da Ladla (2022)
Jaggu Ki Lalten (2022)
KRAZZY - 4 (2022)
Thattassery Koottam (2022)
Sher Bagga (2022)
Oye Makhna (2022)
Yaar Mera Titliaan Warga (2022)- More like this film, on a shelf you can walk up to.It's the lit case on the top shelf.