Underplayed Gems
The whole movie catalogue

Films and series, searchable by what they are

← Back to the shop

Bhija Matira Swarga (2022)

Bhija Matira Swarga poster
Country
India

How it feels

This Odia film follows characters whose lives are closely tied to the land. The story portrays their everyday struggles and connections to their rural home.

slow-burncontemplativemelancholicvisually lushearthyintimatepoeticgrounded

What happens

ଭିଜା ମାଟିର ସ୍ୱର୍ଗ, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ନନ୍ଦଲାଲ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଆଶୁତୋଷ ମହାପାତ୍ର । ନିର୍ଦ୍ଦେଶକ ମନମୋହନ ମହାପାତ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ, ଗାର୍ଗୀ ମହାନ୍ତି, ବିଜୟିନୀ ମହାନ୍ତି । ମହେଶ ଭୋଳ, ପ୍ରୀତିରଞ୍ଜନ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୧୩ ତାରିଖରେ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା । ୨୦୧୮ ମସିହାରେ ଏହି କଥାଚିତ୍ରଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?