Kanda Mastre (2026)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
The film follows the lives of characters in a small Odia community as they navigate personal struggles and relationships. It focuses on their emotional experiences and interactions with each other.
dramaticemotionalintrospectiveslow-burnsombercharacter-drivenseriousmelancholicgrounded
What happens
କାନ୍ଦ ମାଷ୍ଟ୍ରେ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଶ୍ୱଜିତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଜାକିର ଖାନ୍ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭୁ ପ୍ରସାଦ ଓ ଲିପ୍ସା ମିଶ୍ର । ପୃଥ୍ୱୀରାଜ ନାୟକ, ଶ୍ୱେତାଶ୍ରୀ ପାଢ଼ୀ, ଧରିତ୍ରୀ ଖଣ୍ଡୁଆଳ, ସର ଅପା ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୬ ମାର୍ଚ୍ଚ ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ମୁକ୍ତିଲାଭ କରିବା ପୂର୍ବରୁ ୧୪ ଫେବୃଆରୀ ୨୦୨୬ରେ, ଏହି କଥାଚିତ୍ରଟି ଭଦ୍ରକଠାରେ ଆୟୋଜିତ ସାଳନ୍ଦ ସାହିତ୍ୟ ସଙ୍ଗମର ୩ୟ ସଂସ୍କରଣରେ ପ୍ରଦର୍ଶିତ ହୋଇଥିଲା । (from Wikipedia, CC BY-SA)
More like this
Basundhara (2026)
Mun Tuma Sabitri (2026)
Murabi (2026)
Son Of (2026)
Diary
Mana Museum (2023)
Ardha Satya (2021)
Bhija Matira Swarga (2022)- More like this film, on a shelf you can walk up to.It's the lit case on the top shelf.