Ardha Satya (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
The film follows a man and a woman navigating their personal struggles and relationships in a small Odia town. It focuses on their daily lives and the choices they face.
groundedintrospectiveemotionalrestrainedcharacter-drivenlow-keythoughtfulmelancholic
What happens
ଅର୍ଦ୍ଧ ସତ୍ୟ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହର ରଥ ଓ ଶ୍ରଦ୍ଧା ପାଣିଗ୍ରାହୀ । ଆର୍.ଜେ.ଗୁଡ୍ଡି, କ୍ରିଷ୍ଣା ସୌରଭ, ଶୈଲେନ ରାଉତରାୟ, ରବିନ୍ଦ୍ରନାଥ ମିଶ୍ର, ବର୍ଷା ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୮ ଅକ୍ଟୋବର ୨୦୨୧ରେ ରସୁଲଗଡ଼ସ୍ଥିତ ଏକ୍ସପ୍ଳାନେଡ ମଲ୍ର ସିନେପଲିସ୍ଠାରେ ଏହି କଥାଚିତ୍ରଟିର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନା କରାଯାଇଥିଲା ଯେଉଁଥିରେ ଅତିଥି ଭାବରେ ପ୍ରଶାନ୍ତ ନନ୍ଦଙ୍କ ସହିତ କଥାଚିତ୍ରଟିର କାର୍ଯ୍ୟ କରିଥିବା କଳାକାରମାନେ ଉପସ୍ଥିତ ଥିଲେ । ଏହି କଥାଚିତ୍ରଟି ଆଓ ନେକ୍ଷ୍ଟରେ ଦର୍ଶକ ପାଇଁ ଉପଲବ୍ଧ କରାଯାଇଥିଲା । (from Wikipedia, CC BY-SA)
More like this
Rati Sari Sari Jauchhi (2021)
Ardhangini (2021)
Jungle (2021)
Kanda Mastre (2026)
Sreekaram (2021)
Kokoli: Fish Out of Water (2021)
Sapanara Pathe Pathe (2017)
Mana Mo Neigalu Re (2021)- More like this film, on a shelf you can walk up to.It's the lit case on the top shelf.