Sapanara Pathe Pathe (2017)

- Directed by
- Sushant Mani
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film is based on a true story. It follows the personal journey of its main characters as they face events in their lives. The police and other supporting characters play roles in their story.
groundedrealisticemotionalearnestslow-pacedpersonaldramaticsincere
What happens
ସପନର ପଥେ ପଥେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସାର୍ଥକ ମ୍ୟୁଜିକ ବ୍ୟାନନରେ ନିର୍ମିତ ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ଏହା ସାର୍ଥକର ୨୧ ତମ ଚଳଚ୍ଚିତ୍ର । ଡଃ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି । ସୁଶାନ୍ତ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ କାର୍ଯ୍ୟ ସହ ସମ୍ପାଦନା ମଧ୍ୟ କରିଥିଲେ । ଏହି ଚଳଚ୍ଚିତ୍ରର କାହାଣୀ ଏକ ସତ ଘଟଣା ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ ସୁଶାନ୍ତ କହିଥିଲେ । ଗୀତିକାର ନିଜାମ୍ଙ୍କର ପୁଅ ଆସାଦ ନିଜାମ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ନବାଗତା ନାୟିକା ସନମୀରା ନାଗେଶ । ତୋର ଦିନେକୁ ମୋର ଦିନେ ଚଳଚ୍ଚିତ୍ର ପରେ ଅମ୍ଳାନ ସାର୍ଥକ ବ୍ୟାନନରେ ପୁଣିଥରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସନମୀରା ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ସିଦ୍ଧାନ୍ତ ମହାପାତ୍ର ଏହି ଚଳଚ୍ଚିତ୍ରରେ ଏକ ପୋଲିସ ଭୂମିକାରେ ଅଭିନୟ କରିଥିଲେ । ମନୋଜ ପଟ୍ଟନାୟକ, ପୃଥୀରାଜ, ଚିତ୍ତ ତ୍ରିପାଠୀ, ଟିକି ତ୍ରିପାଠୀ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ରଜରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ପରେ ଏହା ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା । ୨୫ ଅଗଷ୍ଟ ୨୦୧୭ରେ ଗଣେଶ ପୂଜା ଦିନ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Ardha Satya (2021)
Tike Khara Tike Chhai (2017)
Mun Khanti Odia Jhia (2017)
Bishwaas-The Light Over Darkness (2021)
Tapori (2017)
Mu Gote Dusta Pila (2017)
Pratyaghat (2021)
Mitha Mitha (2017)- More like this film, on a shelf you can walk up to.It's the lit case on the top shelf.