Rati Sari Sari Jauchhi (2021)

- Original title
- ରାତି ସରି ସରି ଯାଉଛି
- Directed by
- Anupam Patnaik
- Genre
- drama
- Country
- India
- Runtime
- 2h
- Rated
- UA
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates the early challenges of marriage in a small Odia town. Their relationship is tested by family expectations and everyday misunderstandings.
dialogue-drivendomesticlow-keyromanticfamily-centricmodestobservational
What happens
ରାତି ସରି ସରି ଯାଉଛି, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ମଞ୍ଜରୀ ଟିଭି ଓ ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନଦ୍ୱାରା ପ୍ରଯୋଜନା କରାଯାଇଥିଲା । ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଅନୁପମ ପଟ୍ଟନାୟକ ଏହ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏବଂ ସଙ୍ଗୀତକାର ଶ୍ରୀକାନ୍ତ ପଣ୍ଡା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା ଓ ରିୟା ଦେ । ସୁକାନ୍ତ ରଥ, ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ଅନିନ୍ଦିୟ, ନିବି, ସମ୍ପର୍କ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଅଗଷ୍ଟ ୧୫ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Ardhangini (2021)
Ardha Satya (2021)
Mana Mo Neigalu Re (2021)
Jungle (2021)
Kokoli: Fish Out of Water (2021)
Bhavai (2021)
Mr & Miss (2021)
Love You Priya (2020)- More like this film, on a shelf you can walk up to.It's the lit case on the top shelf.