Prasthanam (2022)

- Original title
- ପ୍ରସ୍ଥାନମ୍
- Directed by
- Raja D
- Genre
- romance, drama, thriller
- Country
- India
- Runtime
- 2h 19m
- Rated
- U
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man deals with personal challenges and relationships in his life. The story follows his journey and the people around him.
dramaticemotionalgroundedpersonalrelationship-drivenpoignantwarmserious
What happens
ପ୍ରସ୍ଥାନମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁ ରିନୁ ଜେନା ଓ ଦେବେଶ ଚନ୍ଦ୍ର ଦାସ । କୁମାରଶ୍ରୀ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ମାନସ ପଡ଼ିହାରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜା ଡି । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଶ୍ରଦ୍ଧା ପାଣିଗ୍ରାହୀ । ମିହିର ଦାସ, ମନୋଜ ମିଶ୍ର, ପାର୍ଥସାରଥୀ ରାୟ, ବଣ୍ଟି ଆର୍ ସାମଲ, ଉଷସୀ ମିଶ୍ର, ରାଜସ୍ମିତା କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୧୬ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mana Mora Kagaja Gudi (2022)
Darja (2022)
Premam (2022)
Posti (2022)
Jind Mahi (2022)
Made in China (2022)
Mayabi (2022)
Dear Love (2022)- More like this film, on a shelf you can walk up to.It's the lit case on the top shelf.