Mayabi (2022)

- Directed by
- Sudhanshu Mohan Sahu
- Country
- India
- Elsewhere
- IMDb
How it feels
A woman and a man navigate personal conflicts and secrets in their lives. The story focuses on how they deal with unexpected events and relationships.
dramaticmysteriousemotionalfamily-orientedsuspensefulreflectiveatmosphericgrounded
What happens
ମାୟାବୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତପନ ଦାଶ । ଦିଲ୍ଲୀପ ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶ ମୋହନ ସାହୁ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଭୂମିକା ଦାଶ । ଆର୍ଲିନ ଅଙ୍କିତା, ମୌବନି ସରକାର, ଅଲିଭା, ସ୍ନେହା, ଆଶୁତୋଷ, କୁନାଲ, ଚକ୍ରଧର, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୨୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Darja (2022)
- Drishyam 2 (2022)
- Prasthanam (2022)
- Made in China (2022)
- Maja Ma (2022)
- Mana Mora Kagaja Gudi (2022)
- Yaaro (2022)
- Mr. Kanheiya (2022)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…