Mr. Kanheiya (2022)

- Country
- India
How it feels
A man and a woman fall in love and navigate their relationship amid cultural and family expectations. The story involves music and emotional conflicts that test their bond.
lightheartedromanticmusicaldramaticemotionalupbeattraditionalfamily-oriented
What happens
ମିଷ୍ଟର କହ୍ନେୟା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ, ଯାହାକି ସାର୍ଥକ ମୁଭିଜ୍ ବ୍ୟାନର୍ରେ ନିର୍ମିତ ହୋଇଥିଲା । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ । ପ୍ରଦ୍ୟୁମ୍ନ ଲେଙ୍କା, ଟୁକୁନା, ରାଜୀବ, ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଫେବୃଆରୀ ୪ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Ninne Pelladatha (2022)
- Premam (2022)
- Yaar Mera Titliaan Warga (2022)
- To Na Ra Mane Han (2022)
- Dil Re Achhi Tori Naan (2022)
- Bhabe Sina Kahi Parena (2022)
- Middle Class Love (2022)
- Cheene Badam (2022)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…