Dil Re Achhi Tori Naan (2022)

- Original title
- Dil Re Achhi Tori Na
- Country
- India
- Rated
- UA
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates their love story with songs and small-town charm. The film follows their relationship as they face challenges from family and society.
romanticlightheartedmusicalupbeatfeel-goodsimpleearnest
What happens
ଦିଲ୍ରେ ଅଛି ତୋ'ରି ନାଁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ରଜନୀ ରଞ୍ଜନ ଏହି କଥାଚିତ୍ରିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତ୍ରିପତି ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ଅନୁରାଧା ପାଣିଗ୍ରାହୀ ଓ ପ୍ରିୟଙ୍କା ପାଣିଗ୍ରାହୀ । ପ୍ରଦ୍ୟୁମ୍ନ ଲେଙ୍କା, ଜିବନ ପଣ୍ଡା, ଗୁଡ୍ଡୁ, ତପି ଆଦି କଳାକାରମାନେ ଏହ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୫ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Hau Hau Hei Gala Re (2022)
To Na Ra Mane Han (2022)
Middle Class Love (2022)
Bhabe Sina Kahi Parena (2022)
Premam (2022)
Cheene Badam (2022)
Oye Makhna (2022)
Mr. Kanheiya (2022)- More like this film, on a shelf you can walk up to.It's the lit case on the top shelf.