Bhabe Sina Kahi Parena (2022)

- Directed by
- Asit Pati
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman navigate their feelings for each other in a small community. The story follows their interactions and the people around them as they consider a relationship.
romanticlightheartedgentlestraightforwardfamilialhopefulsoft
What happens
ଭାବେ ସିନା କହିପାରେନା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତ ରଚନା କରିବା ସହିତ ସ୍ୱର ସଂଯୋଜନା କରିଥିଲେ । ଅଭିନେତା ଅସୀତ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ଓ ଅର୍ଚ୍ଚିତା ମହାନ୍ତି । ଦୁଷ୍ମନ୍ତ ପଣ୍ଡା, ଅସୀତ ପତି ପ୍ରଦ୍ୟୁମ୍ନ ଲେଙ୍କା, ମନିଷା ରଥ, ପୁପୁନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ର ଜରିଆରେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
To Na Ra Mane Han (2022)
Middle Class Love (2022)
Hau Hau Hei Gala Re (2022)
Premam (2022)
Dil Re Achhi Tori Naan (2022)
Sher Bagga (2022)
Cheene Badam (2022)
Mr. Kanheiya (2022)- More like this film, on a shelf you can walk up to.It's the lit case on the top shelf.