Hau Hau Hei Gala Re (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates their relationship and the challenges that come with it. The film follows their interactions with family and friends in a small town setting.
lightheartedromanticupbeatsimplecharmingeasygoingwarm
What happens
ହଉ ହଉ ହେଇଗଲାରେ, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ଦାସ ଓ ନୀଳମଣି ସାହୁ । ଅଭିଜିତ ସିନ୍ଧେ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦୀପକ ଜେନା । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା ଓ ରିୟା ଦେ । ପିଣ୍ଟୁ ନନ୍ଦ, ସସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ, ଶ୍ୱେତା ଆଚାର୍ଯ୍ୟ, ଶୁଭଶ୍ରୀ, ରାନୀ ପଣ୍ଡା, ଟୁକୁନା, ନୀଳମଣି ସାହୁ, ପୂଜା, ସଚିନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨୧ ତାରିଖରେ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Dil Re Achhi Tori Naan (2022)
Bhabe Sina Kahi Parena (2022)
Cheene Badam (2022)
Middle Class Love (2022)
Oye Makhna (2022)
To Na Ra Mane Han (2022)
Thattassery Koottam (2022)
Ittu Si Baat (2022)- More like this film, on a shelf you can walk up to.It's the lit case on the top shelf.