Underplayed Gems
The whole movie catalogue

Films and series, searchable by what they are

← Back to the shop

Trushna (2022)

Trushna poster
Original title
ତୃଷ୍ଣା
Directed by
Suresh Patnaik
Genre
drama
Country
India
Runtime
2h
Rated
U
Elsewhere
IMDb

How it feels

A group of characters in Odisha navigate personal struggles and relationships. Their stories unfold in a small town setting.

emotionalpoignantintrospectiveslow-pacedintimatesomberthoughtfulearthy

What happens

ତୃଷ୍ଣା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରି । ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଶୈଳେନ୍ଦ୍ର ସାମନ୍ତରାୟ, ସମରେଶ ରାଉତରାୟ, ଲିପ୍ସା ମିଶ୍ର, ଅଭିଶେକ ଗିରି, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜ୍ୟୋତିପ୍ରକାଶ ପଣ୍ଡା, ଧୀର ମଲ୍ଲିକ, ବିଘ୍ନେଶ ପଣ୍ଡା, ରବି ମିଶ୍ର, ଜୀବନ ପଣ୍ଡା, ରୁଷି ପଟ୍ଟନାୟକ, କୃଷ୍ଣପ୍ରିୟା, ବିଶ୍ୱଜିତ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

Trailer

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?