FOUR (2022)

- Country
- India
How it feels
Four men navigate their personal lives and relationships in Odisha. The film follows their intersecting stories over a period of time.
understatedpersonalintrospectivegroundedtemperedearnestlow-key
What happens
ଫୋର୍, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ଓ ରାମ ପଟ୍ଟନାୟକ । ଶ୍ରୀଭଶ୍ରୀ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଭିଶେକ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପାର୍ଥସାରଥୀ ରାୟ, ସତ୍ୟ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ରିୟା ରେଶମ ବରି, ଅଶ୍ୱିନୀ ରାୟ ମହାପାତ୍ର, ନିତ୍ୟ ପ୍ରକାଶ ସ୍ୱାଇଁ, କଳ୍କୀ କୃଷ୍ଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨୮ ତାରିଖରେ ଆଓ ଏନ୍ଏକ୍ସଟି ନାମକ ଏକ ଓଟିଟିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Trushna (2022)
- Panigrahana (2022)
- Kou Akasa Ra Janha Tu (2022)
- Titli (2022)
- Didi Namaskar (2022)
- Dil Mora Manena (2022)
- Police Babu (2022)
- Prasthanam (2022)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…